ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ପ୍ରସ୍ତୁତି । ଗଗନାୟନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-1 ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି । ଏଥିରେ କ୍ରିଉ ଏସକେପ ସିଷ୍ଟମ ପାରଦର୍ଶିତାର ପ୍ରଦର୍ଶନ କରାଯିବ । ଗଗନୟାନ ଅଭିଯାନରେ ମହାକାଶକୁ ମଣିଷ ପଠାଯିବ । ପୂର୍ବରୁ ୨୦୨୨ରେ ଏହି ମିଶନ ହେବାର ଥିଲା । ଏବେ ୨୦୨୫ରେ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶକୁ ମଣିଷ ପଠାଯିବା ପୂର୍ବରୁ ଦୁଇଟି ମାନବବିହୀନ ଅଭିଯାନ କରାଯିବ ।
Trending
- ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
Prev Post