ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ ଫ୍ଲାଇଟରେ ଅଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।

ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ ଫ୍ଲାଇଟରେ ଅଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ ଫ୍ଲାଇଟରେ ଅଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।
ଏହାପରେ ସେ ୨୦୧୮ରେ କାଲିଫର୍ଣ୍ଣିଆରେ ଜଣେ ଓକିଲଙ୍କୁ ଆଣି ଏହି ମାମଲାରେ କମ୍ପାନୀର ମାନବ ସମ୍ବଳ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲା କୋର୍ଟରେ ପହଞ୍ଚି ନଥିଲା । ୨୦୧୮ ନଭେମ୍ବରରେ ଏକ ବୁଝାମଣା ହୋଇଥିଲା । ଯାହା ଫଳରେ ଏହି ବିଷୟରେ କେସ୍ ନକରିବା ଲାଗି ଆଟେଣ୍ଡାଣ୍ଟଙ୍କୁ ୨କୋଟି ଟଙ୍କା ଦିଆଯାଇଥିଲା । ଏବଂ ଘଟଣାକୁ ଗୁପ୍ତ ରଖିବାକୁ କୁହାଯାଇଥିଲା ।
ତେବେ ଏହି ଘଟଣାକୁ ବର୍ତ୍ତମାନ ଆଟେଣ୍ଡାଣ୍ଟଙ୍କର ସାଙ୍ଗ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏଲୋନ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ।ଏହାପରେ ସେ ୨୦୧୮ରେ କାଲିଫର୍ଣ୍ଣିଆରେ ଜଣେ ଓକିଲଙ୍କୁ ଆଣି ଏହି ମାମଲାରେ କମ୍ପାନୀର ମାନବ ସମ୍ବଳ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲା କୋର୍ଟରେ ପହଞ୍ଚି ନଥିଲା । ୨୦୧୮ ନଭେମ୍ବରରେ ଏକ ବୁଝାମଣା ହୋଇଥିଲା । ଯାହା ଫଳରେ ଏହି ବିଷୟରେ କେସ୍ ନକରିବା ଲାଗି ଆଟେଣ୍ଡାଣ୍ଟଙ୍କୁ ୨କୋଟି ଟଙ୍କା ଦିଆଯାଇଥିଲା । ଏବଂ ଘଟଣାକୁ ଗୁପ୍ତ ରଖିବାକୁ କୁହାଯାଇଥିଲା ।
ତେବେ ଏହି ଘଟଣାକୁ ବର୍ତ୍ତମାନ ଆଟେଣ୍ଡାଣ୍ଟଙ୍କର ସାଙ୍ଗ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏଲୋନ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ।