ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଚାଇନା ଏକ ବଡ଼ ଝଟ୍କା ଦେଇଛି। ପାକିସ୍ତାନର ରାଜନୈତିକ ଅସ୍ଥିରତା ଏବଂ ନିରାପତ୍ତାକୁ ଦର୍ଶାଇ ଚାଇନା ନୂତନ ବେଲ୍ଟ ଏବଂ ରୋଡ୍ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଛି।ଏକ ରିପୋର୍ଟ ଅନୁଯାୟୀ, ଚାଇନା ପାକିସ୍ତାନର ସୁରକ୍ଷା ସ୍ଥିତି ଏବଂ ରାଜନୈତିକ ଅସ୍ଥିରତାକୁ ନୂତନ ବେଲ୍ଟ ଏବଂ ରୋଡ୍ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିବାର କାରଣ ବୋଲି କହିଛି। ଚାଇନାରେ ପୁଞ୍ଜି ବିନିଯୋଗ ପାଇଁ ପାକିସ୍ତାନ ଆବେଦନ କରିଛି। ତେବେ ଚାଇନା ପାକିସ୍ତାନର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି।ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଅଧୀନରେ ଶକ୍ତି, ଜଳବାୟୁ ପରିବର୍ତ୍ତନ, ବିଦ୍ୟୁତ୍ ପରିବହନ ଲାଇନ ଏବଂ ପର୍ଯ୍ୟଟନ ସହ ଜଡ଼ିତ ଅଧିକ ପ୍ରକଳ୍ପ ଯୋଡ଼ିବାକୁ ପାକିସ୍ତାନର ପ୍ରସ୍ତାବକୁ ଚାଇନା ପ୍ରତ୍ୟାଖ୍ୟାନ କରିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post