ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨)
ଟମୋଟୋ ଫ୍ଲୁ ହେଉଛି ଏକ ଭାଇରାଲ ରୋଗ | ରାଜ୍ୟରେ ଟମୋଟୋ ଫ୍ଲୁ ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି । କହିଛନ୍ତି କିଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ ଦେହ ଯାକ ଫଳିଯିବ । ନାଲି ପଡିଯିବ ଏବଂ ଜ୍ୱର ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ । RMRC ଏହି ଭାଇରଲ ଭାଇରସର ଡିଟେକସନ କରିବେ । ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଏହି ସନ୍ଦେହକୁ କ୍ଲିୟର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହେଇଛି । ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଟମୋଟୋ ଫ୍ଲୁ ହେଉଛି ଏକ ଭାଇରାଲ ରୋଗ |

ରାଜ୍ୟରେ ଟମୋଟୋ ଫ୍ଲୁ ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି । କହିଛନ୍ତି କିଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ ଦେହ ଯାକ ଫଳିଯିବ । ନାଲି ପଡିଯିବ ଏବଂ ଜ୍ୱର ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ । RMRC ଏହି ଭାଇରଲ ଭାଇରସର ଡିଟେକସନ କରିବେ । ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଏହି ସନ୍ଦେହକୁ କ୍ଲିୟର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହେଇଛି । ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।