ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ଏନେଇ ଟେକ୍ସାସର ରିପବ୍ଲିକାନ ପ୍ରତିନିଧୀ ରନି ଜ୍ୟାକସନ ହ୍ୱାଇଟ ହାଉସର ପୂର୍ବତନ ଚିକିତ୍ସକ କହିଛନ୍ତି ଯେ, ମୁଁ ତିନିଜଣ ରାଷ୍ଟ୍ରପତିଙ୍କ ଚିକିତ୍ସା କରିଛି, ତେଣୁ ରାଷ୍ଟ୍ର ମୁଖ୍ୟ ହେବା ପାଇଁ କଣ ଆବଶ୍ୟକ ତାହା ମୋତେ ଭଲଭାବେ ଜଣା । ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଏହା ଏକ କଷ୍ଟଦାୟକ କାର୍ଯ୍ୟ । ଯଦି ଏହା ଠିକ୍ ନଥାଏ ତେବେ ସେ ଏହି ଦାୟିତ୍ୱ ବହନ କରିପାରିବେ ନାହିଁ । ସେ ପ୍ରତିଦିନ ଆମକୁ ପ୍ରମାଣିତ କରୁଛନ୍ତି ଯେ, ସେ ଏହି କାର୍ଯ୍ୟଭାର ସମ୍ଭାଳି ପରିବେ ନାହିଁ । ପୂର୍ବତନ ଚିକିତ୍ସକ ୨୦୨୪ ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଏକ ଜ୍ଞାନ ପରୀକ୍ଷା କରିବାକୁ ମଧ୍ୟ ଦାବି କରିଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post