ଜିଜାଙ୍ଗରେ ଭୂକମ୍ପ

ମେଟ୍ରୋ ଟିଭି ଓଡିଶା (୧୩ .୬.୨୦୨୨)

ଚାଇନାର ତିବେତର ଜିଜାଙ୍ଗରେ ସୋମବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି।

ଏଯାଏଁ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ମିଳି ନାହିଁ।ଚାଇନାର ତିବେତର ଜିଜାଙ୍ଗରେ ସୋମବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଏଯାଏଁ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ମିଳି ନାହିଁ।