ଭାରତ ମହାସାଗରରେ ଚୀନ୍ର କାର୍ଯ୍ୟକଳାପ ଏବଂ ଜଳଦସ୍ୟୁମାନଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ମହାସାଗରରେ ଏବଂ ଏହାର ଆଖପାଖ ଅଞ୍ଚଳରେ ୧୧ ଟି ବୁଡ଼ାଜାହାଜ ନିୟୋଜିତ କରିଛି। ଏହା ସହିତ ଭାରତୀୟ ନୌସେନା ୩୫ଟି ଯୁଦ୍ଧ ଜାହାଜ ମଧ୍ୟ ନିୟୋଜିତ କରିଛି। ସାମୁଦ୍ରିକ ଅଞ୍ଚଳରେ ୫ ଟି ବିମାନ ମଧ୍ୟ ନିୟୋଜିତ କରାଯାଇଛି। ଆବଶ୍ୟକ ହେଲେ ତୁରନ୍ତ ବାୟୁ ସହାୟତା ଯୋଗାଇ ଦିଆଯାଇପାରିବ। ନିକଟ ଅତୀତରେ ଚୀନ୍ ଭାରତ ମହାସାଗର ଅଞ୍ଚଳରେ ନିଜର ଉପସ୍ଥିତିକୁ ମଜବୁତ କରିଛି। ବିଭିନ୍ନ କାର୍ଯ୍ୟକଳାପର ବାହାନା କରି ଚୀନ୍ କ୍ରମାଗତ ଭାବରେ ଏହି ଅଞ୍ଚଳକୁ ନୌସେନା ଜାହାଜ, ଉପଗ୍ରହ ଟ୍ରାକର୍ ଏବଂ ବୁଡ଼ାଜାହାଜ ପଠାଉଛି। ଏବେ ଭାରତ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post