ଋଷର ରକ୍ଷାମନ୍ତ୍ରଣାଳୟ ନିଜ ସୈନିକଙ୍କୁ କହିଛି କି, ପ୍ରଥମେ ଆମେରିକାର ଫାଇଟର ଜେଟ ଏଫ-୧୫ ଓ ଏଫ୍ -୧୬ କୁ ନଷ୍ଟକରିଦିଅ । ଏହି କାମ ଯେଉଁ ସୈନିକ କରିପାରିବ ତାଙ୍କୁ ସରକାରଙ୍କ ତରଫରୁ ୧.୪୧ କୋଟି ଟଙ୍କା ପୁରସ୍କାର ମିଳିବଋଷର ରକ୍ଷାମନ୍ତ୍ରଣାଳୟ ନିଜ ସୈନିକଙ୍କୁ କହିଛି କି, ପ୍ରଥମେ ଆମେରିକାର ଫାଇଟର ଜେଟ ଏଫ-୧୫ ଓ ଏଫ୍ -୧୬ କୁ ନଷ୍ଟକରିଦିଅ । ଏହି କାମ ଯେଉଁ ସୈନିକ କରିପାରିବ ତାଙ୍କୁ ସରକାରଙ୍କ ତରଫରୁ ୧.୪୧ କୋଟି ଟଙ୍କା ପୁରସ୍କାର ମିଳିବ । ।ଋଷ ଏଭଳି ଘୋଷଣା କରିବା ପଛର ମୁଖ୍ୟ କାରଣ ହେଉଛି ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସହାୟତା ପାଇଁ ଏହି ଯୁଦ୍ଧ ବିମାନ ବ୍ୟବହାର କରୁଛନ୍ତି ।ଜୁଲାଇ ୧୬ ତାରିଖରେ ପ୍ରଥମେ ଋଷର ଏକ ତୈଳ ଉତ୍ତୋଳନ କାରୀ ଯନ୍ତ୍ରାଂଶ ତିଆରି କରୁଥିବା କମ୍ପାନୀ ସେନାକୁ ଏହି ଅଫର ଦେଇଥିଲା । ଯେଉଁ ସୈନିକ ଆମେରିକାର ଏଫ-୧୬ କିମ୍ବା ଏଫ-୧୫ ନଷ୍ଟ କରିଦେବ ତାଙ୍କୁ ୧୫ ମିଲିୟନ ଡଲାର ରୁବଲ୍ସ ଦିଆଯିବ । କମ୍ପାନୀ ନିଜ ତରଫରୁ ଏହି ଅଫର ଋଷର ରକ୍ଷାମନ୍ତ୍ରଣାଳୟକୁ ଦେିଥିଲା । ଏହି ଖବର ବାବଦରେ ପ୍ରଥମେ ଋଷର ସମାଚାର ଏଜେନ୍ସି ଟିଏଏସଏସ ସୂଚନା ଦେଇଥିଲା ।କହିରଖୁ କି ଋଷ ଓ ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଡଚ୍ ଓ ଡାନିସ ସରକାର ୟୁକ୍ରେନକୁ ଏଫ-୧୬ ଫାଇଟର ଜେଟ ପ୍ରଦାନ କରୁଛନ୍ତି
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post