ସକାଳ ୭ଟାରୁ ହେଉଛି ପ୍ରବଳ ଖରା

ସକାଳ ୭ ରୁ ହେଉଛି ପ୍ରବଳ ଖରା। ଦିନ ତମାମ ଗରମ ଗୁଳୁଗୁଳିର ପ୍ରଭାବ। ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଉଭୟ ରାତ୍ରି ଓ ଦିନ ତାପମାତ୍ରା ବୃଦ୍ଧି ହେବ। ଗତକାଲି ଠାରୁ ଆଜିର ତାପମାତ୍ରା ବୃଦ୍ଧି ହେବ। ୨ରୁ୩  ଡିଗ୍ରୀ ରାତ୍ରି ତାପମାତ୍ରା ବଢ଼ିବ ।ପଶ୍ଚିମାଝଡ଼ର ଆଗମନ ରହିଛି । ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରିବ। ଯାହା ଫଳରେ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ ।