କଳା ବାଦଲ ସହିତ କୋହଲା ପାଗ
ରାଜ୍ୟରେ ହାଲୁକା ବର୍ଷା ପରିଲକ୍ଷିତ ହେବା ସହ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ଆଂଶିକ ପ୍ରଭାବ ଗତକାଲି ପୁରୀରେ ଦେଖିବାକୁ ମିଳିଥିଲା ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଗୁରୁ ଗୁରୁଚାପ ବଳୟ ଯୋଗୁଁ ପଶ୍ଚିମବଙ୍ଗରେ ବହୁ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ପଶ୍ଚିମବଙ୍ଗରେ ଅନେକ ଜିଲ୍ଲା ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ନିୟାମକ ଅନୁଯାୟୀ, ପୂର୍ବ ମେଦିନୀପୁର, ଝାଡ଼ଗ୍ରାମ, ପଶ୍ଚିମ ମେଦିନୀପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି