ଆସନ୍ତା ୬ ଦିନ ପ୍ରବଳ ବର୍ଷା

୩ ଦିନ ରହିବ ଘନ କୁହୁଡ଼ି !

ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ତେବେ ଏସବୁ ଭିତରେ ପାଣିପାଗକୁ ନେଇ ବଡ଼ ସୂଚନା ରହିଛି । ୬ ଦିନ ହେବ ପ୍ରବଳ ବର୍ଷା !ସକାଳୁ ୨୦ ଜିଲ୍ଲାରେ ଘନ କୁହୁଡି ନେଇ ୟଲୋ ଆଲର୍ଟ ଜାରି ହୋଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଢେ଼ଙ୍କାନାଳ, ମୟୁରଭଂଜ, ଅନୁଗୁଳ, ବଲାଙ୍ଗୀର, ସୋନପୁର ଓ ବୌଦ୍ଧରେ ଘନ କୁହୁଡି ଦୃଶ୍ୟମାନ ହେବ ।