ବଙ୍ଗ ଉପକୂଳ ଛୁଇଁବ

ରାଜ୍ୟରେ ପ୍ରବଳ ଗରମ ଯୋଗୁଁ ଜନଜୀବନ  ଅସ୍ତବ୍ୟସ୍ତ। ସେହିପରି  ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବର୍ଷା ରଚିଛି ତାଣ୍ଡବ।  କେଉଁଠି ବାଦଲ ଫାଟିଲାଣି ତ ଆଉ କେଉଁଠି  ପ୍ରବଳ ବର୍ଷା ଯୋଗୁ  ରାସ୍ତା ଧୋଇ ହୋଇଗଲାଣି।  ରାସ୍ତା ଧୋଇ ହୋଇଯିବାରୁ ଅନେକ ଗାଁର ଯୋଗଯୋଗା ବିଛିନ୍ନ ହୋଇଛି। ।  ଏଠି କହିରଖୁଛୁ ଯେ ପାଣିପାଗ ବିଭାଗ କେନ୍ଦ୍ର  କହିଛି ଯେ ରାଜ୍ୟର ୧୧ ଜିଲ୍ଲାରେ  ପବନ ସହ  ବର୍ଷା  ଏବଂ ଘଡଘଡି ବିଜୁଳି  କୁ ନେଇ  ୟୋଲୋ ଆର୍ଲଟ  ଜାରି କରାଯାଇଛି। ଗତକାଲି ମଧ୍ୟ  ହଠାତ୍‌ ପାଗ ପରିବର୍ତ୍ତନ ହେତୁ  ପୈଡି ଏବଂ  ଉତ୍ତରକାଶୀରେ  ପ୍ରବଳ ବର୍ଷା  ତାଣ୍ଡବ ରଚିଥିଲା।