ତାତିରୁ ମିଳିଲା ଆଶ୍ୱସ୍ତି

ରାଜ୍ୟରେ ଆହୁରି ତିନି ଦିନ ବର୍ଷା।ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର  ପାଶ୍ୱବର୍ତୀ ଅଂଚଳରେ ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ  ହାଲୁକା  ଓ ମଧ୍ୟମ  ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ।  ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ଦିନ ଯାଏ ତାପମାତ୍ରା ମଧ୍ୟ କମ ରହିବ।