ଜଳୁଛି ସାରା ରାଜ୍ୟ
ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର ତାପମାତ୍ରା ମଧ୍ୟ ସକାଳୁ ବଢିବାରେ ଲାଗିଛି ।