ଆସୁଛି ବର୍ଷା

ପାଗରେ ପରିବର୍ତ୍ତନ ଘଟିଛି । ଏବେ ଧୀରେଧୀରେ ଥଣ୍ଡା କମିବାରେ ଲାଗିଛି । କଟକରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି । ଗତକାଲି ପଡ଼ୋଶୀରେ ରାଜ୍ୟରେ ପାଣିପାଗ ନିୟାମକରେ ପରିବର୍ତ୍ତନ ଯୋଗୁଁ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।