ଆଗକୁ ଆହୁରି ବଢିବ ତାପମାତ୍ରା

ରାଜ୍ୟରେ ପୁଣି ବଢିଲା ତାପମାତ୍ରା । ଆଗକୁ ଆହୁରି ତାପମାତ୍ରା ବଢିବାରା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ତାତି ବଢିବା ହେବା ନେଇ ସୂଚନା ରହିଛି ।