ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଆପଣଙ୍କର ଆକାଉଣ୍ଟ୍ ଭେରିଫିକେସନ କରିପାରିବେ । ଇମେଲ୍ ଆକାଉଣ୍ଟ ଭେରିଫିକେସନ ଏକ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରେ । ଯଦି ଆପଣ ନିଜର ଫୋନ୍ ନମ୍ବର ହଜାଇ ଦେଉଛନ୍ତି, ତେବେ ଆପଣ ଇମେଲ୍ ଆଡ୍ରେସର ବ୍ୟବହାର କରି ନିଜ ଆକାଉଣ୍ଟ ରିକଭର କରିପାରିବେ ।ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଆପଣଙ୍କର ଆକାଉଣ୍ଟ୍ ଭେରିଫିକେସନ କରିପାରିବେ । ଇମେଲ୍ ଆକାଉଣ୍ଟ ଭେରିଫିକେସନ ଏକ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରେ । ଯଦି ଆପଣ ନିଜର ଫୋନ୍ ନମ୍ବର ହଜାଇ ଦେଉଛନ୍ତି, ତେବେ ଆପଣ ଇମେଲ୍ ଆଡ୍ରେସର ବ୍ୟବହାର କରି ନିଜ ଆକାଉଣ୍ଟ ରିକଭର କରିପାରିବେ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post