ହ୍ୱାଟ୍ସ ଆପ୍ ଆଣିଛି ଧମାକାଦାର ଫିଚର

ମିଳିବ ଅନେକ ସୁବିଧା

ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଆପଣଙ୍କର ଆକାଉଣ୍ଟ୍ ଭେରିଫିକେସନ କରିପାରିବେ । ଇମେଲ୍ ଆକାଉଣ୍ଟ ଭେରିଫିକେସନ ଏକ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରେ । ଯଦି ଆପଣ ନିଜର ଫୋନ୍ ନମ୍ବର ହଜାଇ ଦେଉଛନ୍ତି, ତେବେ ଆପଣ ଇମେଲ୍ ଆଡ୍ରେସର ବ୍ୟବହାର କରି ନିଜ ଆକାଉଣ୍ଟ ରିକଭର କରିପାରିବେ ।ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଆପଣଙ୍କର ଆକାଉଣ୍ଟ୍ ଭେରିଫିକେସନ କରିପାରିବେ । ଇମେଲ୍ ଆକାଉଣ୍ଟ ଭେରିଫିକେସନ ଏକ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରେ । ଯଦି ଆପଣ ନିଜର ଫୋନ୍ ନମ୍ବର ହଜାଇ ଦେଉଛନ୍ତି, ତେବେ ଆପଣ ଇମେଲ୍ ଆଡ୍ରେସର ବ୍ୟବହାର କରି ନିଜ ଆକାଉଣ୍ଟ ରିକଭର କରିପାରିବେ ।