ହ୍ଵାଟ୍ସଆପ ନିଜ ୟୁଜରଙ୍କ ପ୍ରାଇଭେସୀ ପାଇଁ ନୂଆ ଫିଚର ରୋଲ ଆଉଟ କରେ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍ ‘ସିକ୍ରେଟ୍ କୋଡ୍’ ଫିଚର ଆଣିଛି । ଏହା ସାହାଯ୍ୟରେ ୟୁଜରମାନେ ସେମାନଙ୍କର ପ୍ରାଇଭେଟ୍ ଚାଟକୁ ସୁରକ୍ଷିତ ରଖିପାରିବେ । ଏହି ଫିଚର କେବଳ ମେସେଜିଂ ଆପରେ ଥିବା ଚାଟ୍ ଲକ୍ ଟୁଲରେ କାମ କରିବ, ଯାହା ସାହାଯ୍ୟରେ ୟୁଜରମାନେ ଏକ ନିର୍ଦ୍ଦିଷ୍ଟ ଚାଟକୁ ପାସୱାର୍ଡ ସହିତ ସୁରକ୍ଷିତ ରଖିପାରିବେ ।ହ୍ଵାଟ୍ସଆପର ଏହି ନୂଆ ଫିଚର ଦ୍ୱାରା ଚାଟକୁ ତୁରନ୍ତ ଲକ୍ କରିପାରିବେ । ଯେତେବେଳେ ୟୁଜର୍ସମାନେ ଚାଟ୍ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ୟାପ କରିବେ, ସେମାନେ ଚାଟ୍ ଲକ୍ କରିବାର ଅପ୍ସନ ପାଇବେ । ଏଥିପାଇଁ ସେମାନଙ୍କୁ ସେଟିଙ୍ଗ୍ ମେନ୍ୟୁରେ ଅପ୍ସନକୁ ଖୋଜିବାକୁ ପଡ଼ିବ ନାହିଁ । ହ୍ଵାଟ୍ସଆପର ଏହି ଫିଚର ଚଳିତ ସପ୍ତାହରୁ ରୋଲ ଆଉଟ ହେବ ।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post