ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ଲାଣ୍ଟକୁ ନିର୍ମାଣରେ ସଫଳତା ମିଳୁଛି ତେବେ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବହୁ ସମୟରୁ ଦେଶରେ ସେମିକଣ୍ଡକ୍ଟର ମ୍ୟାନ୍ୟୁଫାକେ୍ଚରିଙ୍ଗକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ସରକାର ଡିସେମ୍ବର ୨୦୨୧ ରେ ୧୦ ଆରବ ଡଲାର ସ୍କିମର ମଧ୍ୟ ଘୋଷଣା କରିଥିଲେ ।ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କମ୍ପାନୀ ଟାୱାର ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲଗାଇବାରେ ଉତ୍ସାହ ଦେଖାଇଛି । କମ୍ପାନୀ ଭାରତ ସରକାରଙ୍କୁ ୮ ଆରବ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି । ଏଥିପାଇଁ କମ୍ପାନୀ ସରକାରଙ୍କ ଠାରୁ ଇନସେଟିଭର ଡିମାଣ୍ଡ କରିଛି । ପ୍ରସ୍ତାବ ମୁତାବକ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ ପ୍ରସ୍ତୁତ କରିବ ।
Trending
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
Prev Post
Next Post