ବିଏସଏଲଏଲ ଆଣିଛି ଗ୍ରାହକଙ୍କ ପାଇଁ ଜବରଦସ୍ତ ପ୍ଲାନ। 

ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ, ​​VI ବ୍ୟତୀତ ସରକାରୀ କମ୍ପାନୀ ବିଏସଏନଏଲ ମଧ୍ୟ ଗ୍ରାହକଙ୍କୁ ଖୁସି କରିବା ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ପ୍ଲାନ ପ୍ରସ୍ତୁତ କରୁଛି।ବିଏସଏଲଏଲ  ରିଚାର୍ଜ ପ୍ଲାନ୍ ଶସ୍ତାରେ ମିଳୁଛି। ଅନେକ ଲୋକ ବିଏସଏଲଏଲ ସିମ୍ ବ୍ୟବହାର କରନ୍ତି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ  ବିଏସଏଲଏଲ ର ଏକ ଶସ୍ତା ଏବଂ ଜବରଦସ୍ତ ପ୍ଲାନ୍ ଆଣିଛୁ।ଯୋଜନା ୬୫ ଦିନର ଭ୍ୟାଲିଡିଟି ସହିତ ଆସିଥାଏ। ଏହା ବ୍ୟତୀତ, ପ୍ଲାନରେ ଇଣ୍ଟରନେଟ୍ ବ୍ୟବହାର ପାଇଁ ଉପଭୋକ୍ତାମାନେ ମୋଟ 10GB DATA ପାଆନ୍ତ ତାହା ହେଉଛି, ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ସମୟରେ ଏହି ଡାଟା ବ୍ୟବହାର କରିପାରିବେ।