ବନ୍ଦ ହୋଇଯିବ 3G ସେବା! 

ଏୟାରଟେଲ ଓ ଜିଓ ପରେ ଏବେ ଭୋଡାଫୋନ୍-ଆଇଡିଆ ବି ଭାରତରେ 5G ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହି କମ୍ପାନୀ ଆଗାମୀ ୬-୭ ମାସ ମଧ୍ୟରେ ଭାରତରେ 5G ସର୍ଭିସ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି । 5G ରେସରେ ଭୋଡାଫୋନ-ଆଇଡିଆ ଆସିବା ପରେ ଜିଓ ଓ ଏୟାଟେଲକୁ କଡ଼ା ଟକ୍କର ମିଳିପାରେ । ଏହା ସହ ଖୁବଶୀଘ୍ର 3G ସେବା ବନ୍ଦ ହେବ ବୋଲି ଖବର ମିଳିଛି ।