ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ ସାହାର୍ଯ୍ୟରେ ଜିନିଷ କିଣିବା ବେଳେ ମନରେ ପ୍ରାୟତଃ ଅନେକ ପ୍ରଶ୍ନ ଆସିଯାଏ। ଆପଣ ଅନେକ ଥର ଚିନ୍ତା କରନ୍ତି ଯେ, ଜିନିଷ କିପରି ହୋଇଥିବ, ଅର୍ଡର ହୋଇଥିବା ଜିନିଷ ହିଁ ଆସିବ ତ? କାରଣ ଅନେକ ଥର ଏପରି ହୁଏ ଯେ, ଲୋକେ ଗୋଟିଏ ଜିନିଷ ଅର୍ଡର କରନ୍ତି, କିନ୍ତୁ ଆଉ ଗୋଟିଏ ଜିନିଷ ଡେଲିଭେରୀ ହୁଏ ।ଆପଣ ଯେତେବେଳେ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବେ, ତେବେ ଆପଣ ‘Open Box Delivery ’ ବିକଳ୍ପକୁ ଚୟନ କରିପାରିବେ । ଯଦି ଆପଣ ଏହି ବିକଳ୍ପ ଚୟନ କରୁଛନ୍ତି, ତେବେ ଡେଲିଭେରୀ ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜିନିଷ ଦେବ । ଏହା ସହିତ ଆପଣଙ୍କ ସାମ୍ନାରେ ପ୍ୟାକେଜ ଖୋଲି ଯାଞ୍ଚ କରାଇବ । ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିଲା ତେବେ ଗ୍ରହଣ କରିବେ, ନଚେତ ଜିନିଷକୁ ଫେରାଇ ପାରିବେ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Next Post