ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ ସାହାର୍ଯ୍ୟରେ ଜିନିଷ କିଣିବା ବେଳେ ମନରେ ପ୍ରାୟତଃ ଅନେକ ପ୍ରଶ୍ନ ଆସିଯାଏ। ଆପଣ ଅନେକ ଥର ଚିନ୍ତା କରନ୍ତି ଯେ, ଜିନିଷ କିପରି ହୋଇଥିବ, ଅର୍ଡର ହୋଇଥିବା ଜିନିଷ ହିଁ ଆସିବ ତ? କାରଣ ଅନେକ ଥର ଏପରି ହୁଏ ଯେ, ଲୋକେ ଗୋଟିଏ ଜିନିଷ ଅର୍ଡର କରନ୍ତି, କିନ୍ତୁ ଆଉ ଗୋଟିଏ ଜିନିଷ ଡେଲିଭେରୀ ହୁଏ ।ଆପଣ ଯେତେବେଳେ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବେ, ତେବେ ଆପଣ ‘Open Box Delivery ’ ବିକଳ୍ପକୁ ଚୟନ କରିପାରିବେ । ଯଦି ଆପଣ ଏହି ବିକଳ୍ପ ଚୟନ କରୁଛନ୍ତି, ତେବେ ଡେଲିଭେରୀ ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜିନିଷ ଦେବ । ଏହା ସହିତ ଆପଣଙ୍କ ସାମ୍ନାରେ ପ୍ୟାକେଜ ଖୋଲି ଯାଞ୍ଚ କରାଇବ । ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିଲା ତେବେ ଗ୍ରହଣ କରିବେ, ନଚେତ ଜିନିଷକୁ ଫେରାଇ ପାରିବେ ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Next Post