ସମସ୍ତ ଲୋକମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ହେଲେ ଏହି ଫୋନ୍ରେ କିଛି ସମୟରେ କମ୍ପାନୀ ଅପ୍ଡେଟ୍ କରିବା ପାଇଁ ଦେଇଥାଏ । ତେବେ ଆମେ ଫୋନ୍ଟିକୁ ଅପ୍ଡେଟ୍ କରିବା ମାତ୍ରେ, ଆମ ଫୋନ୍ ଭଲ ଚାଲିବା ସହ ନୂଆ ନୂଆ ଫିଚର ମଧ୍ୟ ଆସିଥାଏ । ଯଦି ଆପଣ ନିଜ ଫୋନ୍ର ଷ୍ଟୋରେଜ୍ କମ ହେଇଯିବା କଥା ଚିନ୍ତା କରି ଫୋନ୍ଟିକୁ ଅପ୍ଡେଟ୍ କରୁନାହାନ୍ତି, ତାହେଲେ ଆପଣ ବହୁତ ବଡ ଭୁଲ କରୁଛନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଫୋନ୍ଟିକୁ ଅପ୍ଡେଟ୍ ନକରିବା ଦ୍ୱାରା ଫୋନ୍ ଉପରେ ଏହାର କଣ ପ୍ରଭାବ ପଡିଥାଏ ।ଯଦି ଆପଣ ଆପଣଙ୍କ ଫୋନ୍ ବାରମ୍ବାର ଅପ୍ଡେଟ୍ କରୁନାହାନ୍ତି, ତାହେଲେ ଆପଣଙ୍କ ଫୋନ୍ରେ ଲଗ ଇନ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ, ଆପଣ ଫୋନ୍ରେ ମଲ୍ଟିଟାସ୍କିଂ କରିପାରିବେ ନାହିଁ ଏବଂ ଗେମ ଖେଳିପାରିବେ ନାହିଁ ଏହାସହ ଭିଡିଓ ଷ୍ଟ୍ରିମିଂ କରିବାରେ ମଧ୍ୟ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବା ପାଇଁ ପଡିବ । ସେଥିପାଇଁ ଯଦି ଆପଣ ସ୍ମାର୍ଟଫୋନ୍ ଲଗ ଇନ ସମସ୍ୟାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତାହେଲେ ଫୋନ୍ ଅପ୍ଡେଟ କରନ୍ତୁ । ଏହାକୁ ଅଣଦେଖା କରନ୍ତୁ ନାହିଁ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post