ଗୁଗଲର ଦମଦାର ସ୍ମାର୍ଟଫୋନ ବର୍ତ୍ତମାନ ଭାରତୀୟ ମାର୍କେଟରେ ଏଣ୍ଟ୍ରି ନେବ । Google Pixel 7a ର ନୂଆ କଲର ଭାରିଆଣ୍ଟ କୋରଲ୍ ଫ୍ଲିପକାର୍ଟରେ ଦେଖିବାକୁ ମିଳିଛି । ଦମଦାର ପିକ୍ସେଲ ସିରିଜ ସ୍ମାର୍ଟଫୋନର ଏହି କଲର ଅପ୍ସନ ଆମେରିକାରେ ବିକ୍ରି ହୁଏ । ଇ-କମର୍ସ ପ୍ଲାଟଫର୍ମରେ ଲିଷ୍ଟ ହେବା ପରେ ଏହା ଖୁବଶୀଘ୍ର ବିକ୍ରି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ Google Pixel 7a କୋରଲ୍ର ଦାମ, ଫିଚର ଏବଂ ସମସ୍ତ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।ଅନଲାଇନ ମାର୍କେଟ ପ୍ଲେସ୍ ଫ୍ଲିପକାର୍ଟରେ ବିଗ ବିଲିୟନ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମୟ ମଧ୍ୟରେ ସ୍ମାର୍ଟଫୋନ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସମେତ ଅନେକ ପ୍ରଡକ୍ଟସ୍ ଉପରେ ଭାରି ଡିସକାଉଣ୍ଟ ମିଳିବ । ସେହିପରି Google Pixel 7aର ନୂଆ ଭାରିଆଣ୍ଟର ସେଲ୍ ବିଗ୍ ବିଲିୟନ୍ ଡେରେ ମଧ୍ୟ ଆରମ୍ଭ ହୋଇପାରେ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post