ନ୍ୟୁଜ୍ ଏଜେନ୍ସି ANI ପିଏମ୍ ମୋଦିଙ୍କ ହ୍ଵାଟସ୍ଆପ୍ ଚ୍ୟାନେଲର ଏକ ସ୍କ୍ରିନସଟ୍ ସେୟାର କରି ଏ ବିଷୟରେ ସୂଚନା ଦେଇଛି। ଏଣିକି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପ୍ଡେଟ୍ସ ମିଳିପାରିବ।ନିକଟରେ ଲଞ୍ଚ୍ ହୋଇଥିବା ମେଟାର ନୂଆ ଫିଚର ଜରିଆରେ ଆଡ୍ମିନ ନିଜର ଫଲୋୟର୍ସଙ୍କ ସହିତ ଟେକ୍ଷ୍ଟ, ଫଟୋ, ଭିଡିଓ, ଷ୍ଟିକର୍ ଏବଂ ପୋଲ୍ ସେୟାର କରିପାରିବେ। ପିଏମ୍ ମୋଦି ଏହି ଚ୍ୟାନେଲରେ ପ୍ରଥମ ପୋଷ୍ଟ କରିଛନ୍ତି। ସେ ନୂତନ ସଂସଦରେ ନିଜର ଫଟୋ ସେୟାର କରି ଲେଖିଛନ୍ତି, ‘ହ୍ଵାଟସ୍ଆପ କମ୍ୟୁନିଟି ସହ ଯୋଡ଼ି ହୋଇ ଖୁସି ଅଛି। ଏହା ଆମ ନିରନ୍ତର କଥାବାର୍ତ୍ତାର ଯାତ୍ରାରେ ଆଉ ଏକ ପଦକ୍ଷେପ। ଆସନ୍ତୁ ଏଠାରେ ଯୋଡ଼ି ହୁଅନ୍ତୁ’।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post