ଓପ୍ପୋ ରେନୋ ପ୍ରୋ’ 11 ମଡେଲ୍‌

ଓପ୍ପୋ ରେନୋ ସିରିଜର ଏକ ପ୍ରିମିୟମ ମଡେଲ । ଅନ୍ୟ ମହଙ୍ଗା ମଡେଲ ଭଳି ଏହାର ଦାମ୪୦ ହଜାର ଭିତରେ ରହିବ ।୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୩୨ ସେକେଣ୍ଡାରୀ କ୍ୟାମେରା ରହଛି । ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି ।ଏଥିରେ 4,700mAh ବ୍ୟାଟେରୀ ବ୍ୟାକ୍‌ଅପ୍‌ ବ୍ୟବସ୍ଥା ରହିଛି ।