ପାର୍ବଣ ଋରୁରେ ସ୍ମାର୍ଟଟିଭି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବେଷ୍ଟ ଟାଇମ୍ । କାରଣ ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍ ସେଲ୍ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି । ଏହି ଅଫରରେ ସାଓମି, ଏଲ୍ ଜି, ସାମସଙ୍ଗ୍ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ସ୍ମାର୍ଟଟିଭି ଗୁଡ଼ିକରେ ଭାରି ଡିସକାଉଣ୍ଟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ ।ସାମସଙ୍ଗ୍ର ଏହି ଟିଭିର ଅରିଜିନାଲ୍ ପ୍ରାଇସ୍ ୨୨,୯୦୦ ଟଙ୍କା କିନ୍ତୁ ଡିସକାଉଣ୍ଟ ପାଇଁ ଆପଣ ଏହାକୁ ମାତ୍ର ୧୦,୯୯୦ ଟଙ୍କାରେ କିଣି ପାରିବେ । ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ ଅଧିକ ଆପ୍ ସହିତ ୟୁଟ୍ୟୁବ ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମକୁ ଆକ୍ସେସ ମିଳିବ ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post