ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ଏବେ ଆମାଜନରେ ବଜାର ଦରଠାରୁ ଶସ୍ତାରେ ମିଳିପାରୁଛି । ମାର୍କେଟରେ ଏହାର ପ୍ରାଇସ୍ ୧୯ ହଜାର ୯୯୯ ଟଙ୍କା ହୋଇଥିବା ବେଳେ ଆମାଜନରେ ଏହା ୧୨ ହଜାର ୯୯୯ ଟଙ୍କାରେ କିଣିପାରିବେ । ଯଦି ଆପଣମାନେ ସାମସଙ୍ଗ ମୋବାଇଲ ପସନ୍ଦ କରୁଥାନ୍ତି । ତେବେ ତୁରନ୍ତ ଏହି ସୁଯୋଗର ଲାଭ ଉଠାନ୍ତୁ । ଆପଣମାନେ ଯଦି ସାମସଙ୍ଗ ଏମ- ୩୪ ୫ଜି କିଣିବାକୁ ଚାହୁଁଛନ୍ତି ଏହି ଫୋନର ଫିଚର ବିଷୟରେ ଜାଣି ରଖନ୍ତୁ ।ଏହି ସାମସଙ୍ଗ ଗାଲେକ୍ସି ଏମ-୩୪ ୫ଜି ୬.୬ ଇଞ୍ଚର ଫୁଲ ଏଚଡି ସହ ସୁପର ଆମୋଲିଡ ଡିସପ୍ଲେ ରହିଛି । ଏହି ସ୍ମାର୍ଟ ଫୋନଟି ୮ ଜିବି ର୍ୟାମ ୧୨୮ ଜିବି ଷ୍ଟୋରେଜ ରହିବା ସହ ୫ଏନଏମ ଏକ୍ସାଇନସ୍ ୧୨୮୦ ପ୍ରୋସୋସର ରହୁଛିଲ । ବ୍ୟାକ କ୍ୟାମେରା ୫୦ ମେଗାପିକ୍ସେଲ ହୋଇଥିବା ବେଳେ ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ଏହାସହ ମୋବାଇର ପଛପଟରେ ସେନସର ମଧ୍ୟ ଉପଲବ୍ଧ ରହିଛି । ଏହି ଫୋନରେ ୫ଜି, ୱାଇଫାଇ, ବ୍ଲୁଟୁଥ, ଜିପିଏସ ସହ ଚାର୍ଜିଙ୍ଗ କେବଲ ଟାଇପ-ସି ଭଳି ସୁବିଧା ରହିଛି । ଏଥିସହ ୬୦୦୦ ଏମଏଏଚ ବ୍ୟାଟେରୀ ରହିଛି । ୨୫ ୱାଟର ଫାଷ୍ଟ ଚାର୍ଜିଂ ସହିତ ଆମାଜନରେ ଉପଲବ୍ଧ ରହିଛି ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ