ଗୁଗଲ ଲୋକଙ୍କ ହୃଦୟ ଏବଂ ମନରେ ଏକ ସ୍ଥାନ ସୃଷ୍ଟି କରିଛି । ଲୋକମାନେ ଗୁଗଲ ଉପରେ ନିର୍ଭର କରି ଅଜଣା ରାସ୍ତାରେ ଯାତ୍ରା କରନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଯେଉଁଠାରେ ବି ସେମାନେ ଅଟକି ଯିବେ ଗୁଗଲ ସେମାନଙ୍କୁ ରାସ୍ତା ଦେଖାଇବ ।ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି କରିଛି । ଗୁଗଲ ୪ ସେପ୍ଟେମ୍ବର ୧୯୯୮ରେ ଆସିଥିଲା, ଯାହା ଆମେରିକାର ଲ୍ୟାରୀ ପେଜ ଏବଂ ସର୍ଗେଇ ବ୍ରିନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
Trending
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି
- ନବୀନ କାହାକୁ ଦେବେ ସମର୍ଥନ
- ପ୍ରବଳ ବର୍ଷା ସମ୍ଭାବନା