YouTube କ୍ରିଏଟର୍ସମାନଙ୍କ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ଗୁଗଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTube ରେ କମ୍ପାନୀ ଏକ ନୂଆ ଫିଚର୍ସ ଯୋଡିଛି । ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି, ଯାହା ଦ୍ୱାରା କ୍ରିଏଟର୍ସମାନେ ଏହାକୁ YouTubeରେ ତଥା YouTube ମ୍ୟୁଜିକରେ ମଧ୍ୟ ସେୟାର କରିପାରିବେ । YouTube ମ୍ୟୁଜିକ୍ ହୋମପେଜରେ ପୋଡକାଷ୍ଟ ଅପ୍ସନର ଲାଭ ଉଠାଇ ପାରିବେ ।