Oppo ଏହାର ପ୍ରଥମ ଫୋଲଡେବଲ୍ ଫୋନ୍ Find N3 ଫ୍ଲିପ୍ ଫୋନ୍ ଲଞ୍ଚ କରିଛି । ଏହି ଫୋନରେ ୭.୮୨ ଇଞ୍ଚର ମେନ୍ ଡିସପ୍ଲେ ଏବଂ ୬.୩ ଇଞ୍ଚର ଏକ୍ସଟର୍ନାଲ ସ୍କ୍ରିନ୍ ଦିଆଯାଇଛି । Oppo Find N3 ଫ୍ଲିପ୍ ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ଅଛି ଏବଂ ଏହି ଫୋନ୍ ଆଣ୍ଡ୍ରଏଡ୍ 13 OS ରେ ଚାଲିଥାଏ । Oppo Find N3 ଫ୍ଲିପ୍ ଫୋନ୍ ମାତ୍ର ୯,୯୯୯ ୟୁଆନ୍ ବା ଭାରତୀୟ ମୂଲ୍ୟ ୧,୧୩,୮୦୦ ଟଙ୍କାରେ ଲଞ୍ଚ କରାଯାଇଛି ।
Trending
- ଭାରତ କେବେବି ଏହାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ – ପ୍ରଧାନମନ୍ତ୍ରୀ
- ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରନ୍ତୁ – ମୁଖ୍ୟମନ୍ତ୍ରୀ
- ଭାରତୀୟ ଡାକର ଡିଜିଟାଲ୍ ପରିବର୍ତ୍ତନ
- ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
Prev Post
Next Post