ଭାରତୀୟ ବଜାରରେ Oppo ତାର ଦବଦବା ଜାହିର କରିଛି । ବଜେଟ ଫୋନ୍ ମାଧ୍ୟମରେ ୟୁଜର୍ସଙ୍କ ପ୍ରିୟ ପାଲଟିଛି ଏହି ମୋବାଇଲ କମ୍ପାନୀ ।5G ସ୍ମାର୍ଟଫୋନ୍ କ୍ଷେତ୍ରରେ ଏକ ଦମଦାର ହ୍ୟାଣ୍ଡ୍ସେଟ୍ ଲଞ୍ଚ କରିଛି Oppo । ଏହାର କ୍ୟାମେରା ଆଗରେ କୌଣସି DSLR କ୍ୟାମେରା କାମ କରିବନି ।Oppo Find X7 Ultraରେ ରହିଛି ଦୁନିଆ ପ୍ରଥମ ହାଇପର ଟୋନ୍ କ୍ୟାମେରା । ଏହାର Sony IMX989 ସେନ୍ସର ଫଟୋ କ୍ୱାଲିଟିକୁ ଦ୍ୱିଗୁଣିତ କରିବ ।5G ଫୋନ୍ କ୍ଷେତ୍ରରେ ଏହା ଏକ ବିପ୍ଳବ ଆଣିବାକୁ ଯାଉଥିବା ଟେକ୍ ଏକ୍ସପର୍ଟ ମତ ଦେଉଛନ୍ତି । ବର୍ତ୍ତମାନ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୨୦୦୦ ହଜାର ଟଙ୍କା ରହିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post