T1 Pro ଭାରତରେ ଲଞ୍ଚ ହୋଇଛି । ସୁଲଭ ମୂଲ୍ୟ ସହ ଅନେକ ଦମଦାର ଫିଚର୍ସ ସହ ଏହି ଇୟରବଡକୁ ଲଞ୍ଚ କରାଯାଇଛି । ଏହା ଦେଖିବାକୁ ବହୁତ ୟୁନିକ ଏବଂ ଏଥିରେ କ୍ରିଷ୍ଟାଲ କ୍ଲିୟର ଅଡିଓ କଲିଂ ମଧ୍ୟ ମିଳିପାରିବ । AI ENC ଯୋଗୁ ଏହା କଲିଂ ଏକ୍ସପେରିଏନ୍ସକୁ ଉନ୍ନତ କରିବ । ଆପଣ ଏହାକୁ ମାତ୍ର ୮୪୯ ଟଙ୍କାରେ କିଣିପାରିବେ ।ଟଚ୍ କଣ୍ଟୋଲ ସହିତ ଆପଣ ସହଜରେ ମ୍ୟୁଜିକ୍ ପ୍ଲେବ୍ୟାକ୍ ବନ୍ଦ କରିପାରିବେ । କଲ୍ର ଉତ୍ତର ଦେଇପାରିବେ କିମ୍ବା କଲ୍ କାଟିପାରିବେ । ଏହା ବ୍ୟତୀତ ଇନ୍-ଇୟର ଡିଟେକ୍ସନ୍ର ସୁବିଧା ମଧ୍ୟ ରହିଛି । ଏହାକୁ କାନରୁ ବାହାର କରିଦେଲେ ଗୀତ ବନ୍ଦ ହୋଇଯିବ ଏବଂ ପୁଣିଥରେ ଲଗାଇଲେ ଗୀତ ଚାଲିବା ଆରମ୍ଭ ହୋଇଯାଏ । ଏହା ଗୁଗଲ୍ ଏବଂ ସିରି ଭଳି ଭଏସ୍ ଆସିସ୍ଟାଣ୍ଟକୁ ସପୋର୍ଟ କରିଥାଏ । T1 Pro ଇୟରବଡ୍ ୩୦ ଫୁଟ୍ ପର୍ଯ୍ୟନ୍ତ କନେକ୍ଟିଭିଟି ଦେବା ପାଇଁ ବ୍ଲୁଟୁଥ ୫.୩ର ସାହାଯ୍ୟ ନେଇଥାଏ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା