T1 Pro ଭାରତରେ ଲଞ୍ଚ ହୋଇଛି । ସୁଲଭ ମୂଲ୍ୟ ସହ ଅନେକ ଦମଦାର ଫିଚର୍ସ ସହ ଏହି ଇୟରବଡକୁ ଲଞ୍ଚ କରାଯାଇଛି । ଏହା ଦେଖିବାକୁ ବହୁତ ୟୁନିକ ଏବଂ ଏଥିରେ କ୍ରିଷ୍ଟାଲ କ୍ଲିୟର ଅଡିଓ କଲିଂ ମଧ୍ୟ ମିଳିପାରିବ । AI ENC ଯୋଗୁ ଏହା କଲିଂ ଏକ୍ସପେରିଏନ୍ସକୁ ଉନ୍ନତ କରିବ । ଆପଣ ଏହାକୁ ମାତ୍ର ୮୪୯ ଟଙ୍କାରେ କିଣିପାରିବେ ।ଟଚ୍ କଣ୍ଟୋଲ ସହିତ ଆପଣ ସହଜରେ ମ୍ୟୁଜିକ୍ ପ୍ଲେବ୍ୟାକ୍ ବନ୍ଦ କରିପାରିବେ । କଲ୍ର ଉତ୍ତର ଦେଇପାରିବେ କିମ୍ବା କଲ୍ କାଟିପାରିବେ । ଏହା ବ୍ୟତୀତ ଇନ୍-ଇୟର ଡିଟେକ୍ସନ୍ର ସୁବିଧା ମଧ୍ୟ ରହିଛି । ଏହାକୁ କାନରୁ ବାହାର କରିଦେଲେ ଗୀତ ବନ୍ଦ ହୋଇଯିବ ଏବଂ ପୁଣିଥରେ ଲଗାଇଲେ ଗୀତ ଚାଲିବା ଆରମ୍ଭ ହୋଇଯାଏ । ଏହା ଗୁଗଲ୍ ଏବଂ ସିରି ଭଳି ଭଏସ୍ ଆସିସ୍ଟାଣ୍ଟକୁ ସପୋର୍ଟ କରିଥାଏ । T1 Pro ଇୟରବଡ୍ ୩୦ ଫୁଟ୍ ପର୍ଯ୍ୟନ୍ତ କନେକ୍ଟିଭିଟି ଦେବା ପାଇଁ ବ୍ଲୁଟୁଥ ୫.୩ର ସାହାଯ୍ୟ ନେଇଥାଏ ।
Trending
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ