iPhone 14କୁ କମ୍ ଦାମରେ

ଭାରି ଡିସକାଉଣ୍ଟ, ଦାମ

ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍‌ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍‌ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ । ବ୍ୟାଙ୍କ ଅଫର ଏବଂ ଅନ୍ୟ ଡିସକାଉଣ୍ଟ ସହିତ ଆପଣ ଏହାକୁ ମାତ୍ର ୪୯,୯୯୯ ଟଙ୍କାରେ କିଣି ପାରିବେ ।ନଭେମ୍ବର ୨ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍‌ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍‌ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ ।