ଭାରତରେ ନିଜର ଲାଟେଷ୍ଟ ମଡେଲ A79 5G ସ୍ମାର୍ଟଫୋନ ମାର୍କେଟରେ ଲଞ୍ଚ କରିଛି । Oppoର ଏହି ସ୍ମାର୍ଟଫୋନ ୯୦Hz ରିଫ୍ରେଶ ରେଟ, ମଜବୁତ IP54 ରେଟିଂ, ୫୦MP ଟ୍ରିପଲ କ୍ୟାମେରା ସେଟଅପ, ମିଡିଆଟେକ ୬୦୨୦SoC, 8GB RAM ଏବଂ Android 13 ରେ ColorOS 13 ସହିତ ୬.୭୨ ଇଞ୍ଚର FHD+ ଡିସପ୍ଲେ ପ୍ରଦାନ କରିଛି । ଏହି ଡିଭାଇସର ମୂଲ୍ୟ ୧୯,୯୯୯ ଟଙ୍କା । ଏହା ୨୮ ଅକ୍ଟୋବର ୨୦୨୩ରେ ମାର୍କେଟକୁ ଆସିଛି । ଯାହା ଆପଣଙ୍କୁ ଓପୋ ଷ୍ଟୋର, ଫ୍ଲିପକାର୍ଟ, ଆମାଜନ ଏବଂ ବିଭିନ୍ନ ରିଟେଲ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post