ଭାରତରେ କାରର ଚାହିଦା ବଢ଼ୁଥିବାରୁ ଅନେକ ନୂଆ କାର ଲଞ୍ଚ ହେଉଛି । ସେହିପରି ଅନେକ କାରରେ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ଯାହା ଦ୍ୱାରା କାର ପ୍ରେମୀମାନେ କାର କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେବେ ଏହାକୁ ନଜରରେ ରଖି ଦୁଇଟି କମ୍ପାନୀ ନିଜ ନିଜ କାରରେ ଡିସକାଉଣ୍ଟ ଦେଉଛନ୍ତି । ୨୦୨୩ ସରିବାକୁ ବସିଥିବା ବେଳେ ବର୍ଷ ଶେଷରେ ଏହି ଅଫର ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କାରରେ ଏହି ଅଫର ମିଳୁଛି ।ଭାରତରେ Volkswagen Taigun ଏସୟୁଭିରେ ୧.୪୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟରେ କ୍ୟାସ୍ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍ ଏବଂ କିଛି ସ୍ପେସାଲ ସୁବିଧାକୁ ସାମିଲ କରାଯାଇଛି । କିନ୍ତୁ ଏହି ଅଫର ୩୧ ଡିସେମ୍ବର, ୨୦୨୩ ପର୍ଯ୍ୟନ୍ତ ହିଁ ରହିଛି । Volkswagen Taigun SUVର ଏକ୍ସ-ଶୋ’ରୁମ୍ ଦାମ୍ ୧୧.୬୨ ଲକ୍ଷରୁ ଆରମ୍ଭ ହୋଇ ୨୧.୧୦ ଲକ୍ଷ ପର୍ଯ୍ୟନ୍ତ ଥାଏ
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post