୧୫,୦୦୦ ଟଙ୍କାରେ 5G ସ୍ମାର୍ଟଫୋନ

5G ଟେକ୍ନୋଲୋଜି ହେଉଛି ସବୁଠୁ ଲାଟେଷ୍ଟ ଟେକ୍ନୋଲୋଜି, ଯାହା ଆଗାମୀ ଦିନରେ ସାରା ଦେଶରେ ଉପଲବ୍ଧ ହେବ । ସମସ୍ତେ ଭାବନ୍ତି ଯେ 5G ସ୍ମାର୍ଟଫୋନ୍ ବହୁତ ମହଙ୍ଗା । ତେଣୁ ଆପଣଙ୍କର ଏହି ଚିନ୍ତାଧାରାକୁ ଭାଙ୍ଗି ଆମେ ଆପଣଙ୍କ ପାଇଁ ଏଭଳି 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା ଆଣିଛୁ, ଯାହାକୁ ଆପଣ ୧୫,୦୦୦ ଟଙ୍କା ମଧ୍ୟରେ ପାଇବେ । ଏହା ମଧ୍ୟରେ ଆପଣ ସାମସଙ୍ଗ ଏବଂ Lava ପରି ବ୍ରାଣ୍ଡର ସ୍ମାର୍ଟଫୋନ୍ କିଣିବାର ସୁଯୋଗ ପାଇପାରିବେ। ଆସନ୍ତୁ ଜାଣିବା ଏହି ସମସ୍ତ ସ୍ମାର୍ଟଫୋନ୍ ବିଷୟରେ…