ହ୍ଵାଟ୍ସଆପ୍ ୱେବ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ପାଇଁ ପ୍ଲାନ କରୁଛି । ହ୍ଵାଟ୍ସଆପର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ୱେବସାଇଟ୍ ୱାବେଟେନ୍ଫୋ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ କ୍ୟାଲେଣ୍ଡର ଫିଚର ଉପରେ କାମ କରୁଛି ଯାହା ମେସେଜ ଖୋଜୁଥିବା ସମୟରେ ୟୁଜରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ବାଛିବା ପାଇଁ ଅନୁମତି ଦେବ । ଯେତେବେଳେ ଆପଣ ଚାଟରେ କୌଣସି ଏକ ମେସେଜ୍ ଖୋଜନ୍ତି, ସେତେବେଳେ ଆପଣଙ୍କୁ ସେହି ମେସେଜ ସହିତ ଜଡିତ ଶବ୍ଦ ଲେଖିବାକୁ ପଡିଥାଏ, ଯାହା ପରେ ଆପଣଙ୍କୁ ଖୋଜୁଥିବା ମେସେଜ ନିକଟରେ ପହଞ୍ଚିବା ପାଇଁ ସମସ୍ତ ମେସେଜକୁ ନଜର ଦେବାକୁ ହୋଇଥାଏ । କିନ୍ତୁ ଏହି କାମକୁ ସହଜ କରିବା ପାଇଁ ବର୍ତ୍ତମାନ କମ୍ପାନୀ ସର୍ଚ୍ଚ ସହିତ କ୍ୟାଲେଣ୍ଡର ସୁବିଧା ଯୋଡିବାକୁ ଯାଉଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post