ଭାରତରେ ନିଜର ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି ଯାହାର ମୂଲ୍ୟ ୧୦,୦୦୦ ଟଙ୍କାରୁ ବି କମ ରହିଛି । ଏହି ମଡେଲର ନାମ ହେଉଛି Samsung Galaxy A05 । ପୂର୍ବରୁ ଜଣା ପଡ଼ିଥିଲା ସାମସଙ୍ଗ ଏକ କମ୍ ଦାମର ଫୋନ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ବର୍ତ୍ତମାନ କମ୍ପାନୀ ଏହି ଫୋନକୁ ଅଫିସିଆଲି ଲଞ୍ଚ କରିଛି । ଫୋନରେ ଏକ ବଡ଼ ଡିସପ୍ଲେ, ଦମଦାର ବ୍ୟାଟେରୀ ଏବଂ ଭଲ କ୍ୟାମେରା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା Samsung Galaxy A05 ର ଦାମ ଏବଂ ଫିଚର ବିଷୟରେ ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post