ସାମସଙ୍ଗ୍ S ସିରିଜ୍ର ନୂଆ ବହୁ ପ୍ରତିକ୍ଷୀତ ଭାରିଆଣ୍ଟ । ଲାଟେଷ୍ଟ ପ୍ରୋସେସର, କ୍ୟାମେରା ଓ ଫିଚର ସହ ଏହି ମୋବାଇଲ ଲଞ୍ଚ୍ ହେବାକୁ ଯାଉଛି Samsung Galaxy S24 Ultra । ଜାନୁଆରୀ ୧୭ ତାରିଖରେ ଏହି ମୋବାଇଲ ଲଞ୍ଚ୍ ହେବାକୁ ଯାଉଛି ।ମୋବାଇଲର ପ୍ରାଇମେରୀ କ୍ୟାମେରା ୨୦୦ ମେଗାପିକ୍ସେଲ ରହିଥିବା ବେଳେ ୫୦ ମେଗାପିକ୍ସେଲ ସେକେଣ୍ଡାରୀ କ୍ୟାମେରା ରହିଛି । ସେହିଭଳି ଟେଲିଫୋଟ ପାଇଁ ୧୦ ମେଗାପିକ୍ସେଲର ତୃତୀୟ କ୍ୟାମେରା ରହିଛି । ତା ସହିତ ଏଥିରେ ୧୨ ମେଗାପିକ୍ସେଲର ୨୬mm ୱାଇଡ୍ ସେଲ୍ଫି କ୍ୟାମେରା ରହିଛି ।ବ୍ୟାଟେରୀ କଥା କହିଲେ, ଏଥିରେ ୫୦୦୦ mAh ନନ୍ ରିମୁଭାଲ ବ୍ୟାଟେରୀ ରହିଛି । ତା ସହିତ ଫାଷ୍ଟ ଚାର୍ଜିଂ ଫାସିଲିଟି ମଧ୍ୟ ରହିଛି । ଯାହା ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବାରେ ସହାୟକ ହେବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ