ଶସ୍ତା ରିଚାର୍ଜ ପ୍ଲାନ୍

ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ୯୦ ଦିନର ସୁଲଭ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏହି ପ୍ଲାନ୍ ପାଇଁ ଆପଣଙ୍କୁ ମାତ୍ରା ୮ ଟଙ୍କା ଖର୍ଚ୍ଚ କରି ଅସୀମିତ କଲିଂ ଏବଂ ୨ ଜିବି ଡାଟା ପାଇପାରିବେ।କେବଳ ଏତିକି ନୁହେଁ, ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତା ଅନ୍ୟାନ୍ୟ ସେବାଗୁଡିକର ଲାଭ ମଧ୍ୟ ପାଇବେ। ଆସନ୍ତୁ ଜାଣିବା ୯୦ ଦିନର ଭ୍ୟାଲିଡିଟି ସହିତ ପ୍ଲାନ୍‌ର ମୂଲ୍ୟ କଣ ଏବଂ ଏଥିରେ କେଉଁ ଲାଭ ଉପଲବ୍ଧ ହୋଇପାରିବ?୯୦ ଦିନର ରିଚାର୍ଜ ପ୍ଲାନ୍ ସମୁଦାୟ ୧୮୦ GB ଡାଟା ସୁବିଧା ସହିତ ଆସିଥାଏ। ଏହି ଯୋଜନା ସହିତ, ଆପଣ ପ୍ରତିଦିନ 2GB ଡାଟା, ଅସୀମିତ କଲିଂ ଏବଂ ୧୦୦ଟି SMSର ଲାଭ ପାଇପାରିବେ। ଏହା ବ୍ୟତୀତ, ଜିଓ ଆପ୍ସର ମଧ୍ୟ ଲାଭ ଉଠାଯାଇପାରିବ।