ଭାରତର ୧୧୫ ସହରରେ ଆରମ୍ଭ ହୋଇଯାଇଛି । ପଥମେ ଏହି ସର୍ଭିସ କିଛି ମେଟ୍ରୋ ସହରରେ ହିଁ ସୀମିତ ଥିଲା ।Jio AirFiber ଡିଭାଇସ୍ ଜରିଆରେ କମ୍ପାନୀ ବିନା ତାରରେ ଆପଣଙ୍କ ଘରେ ଏବଂ ଅଫିସରେ 1.5Gbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ଯୋଗାଇଥାଏ । ଗତ ସେପ୍ଟେମ୍ବରରେ କମ୍ପାନୀ ୮ ସହରରେ Jio AirFiber ସର୍ଭିସ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହି ସର୍ଭିସ ୧୧୫ ସହରରେ ଆରମ୍ଭ କରାଯାଇଛି । ଏହି ସର୍ଭିସ ଆପଣଙ୍କ ସହରରେ ଲଞ୍ଚ ହୋଇଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ ଜିଓର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ପଡ଼ିବ । ଏହା ପରେ ନିଜ ସହର ନାମକୁ ଟାଇପ କରି ସର୍ଚ୍ଚ ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡ଼ିବ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Next Post