ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Samsung Galaxy A05 ଲଞ୍ଚ କରିଛି । ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଗଲେ, Samsung Galaxy A05ରେ ମିଡିଆଟେକ ପ୍ରୋସେସର୍ ଏବଂ HD ପ୍ଲସ୍ ପ୍ୟାନେଲ୍ ସହିତ ଏକ ବଢ଼ିଆ ବ୍ୟାଟେରୀ ଦିଆଯାଇଛି । Samsung Galaxy A05 ଲଞ୍ଚ ହେବାର ଏକ ମାସ ପୂର୍ବରୁ, କମ୍ପାନୀ Samsung Galaxy A05s ଲଞ୍ଚ କରିଥିଲା । ଉଭୟ ମଡେଲର ଡିଜାଇନ୍ ପ୍ରାୟ ସମାନ ଭଳି କିନ୍ତୁ ଫିଚର୍ସରେ ପାର୍ଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା Galaxy A05 ର ଦାମ୍ ଏବଂ ଏହି ହ୍ୟାଣ୍ଡସେଟରେ କେଉଁ ନୂଆ ଫିଚର ଦିଆଯାଇଛି ।ଏହି ଲାଟେଷ୍ଟ ସାମସଙ୍ଗ ମୋବାଇଲ୍ ଫୋନର ୪GB / ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୯,୯୯୯ ଟଙ୍କା ଥିବାବେଳେ ୬GB / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୧୨,୪୯୯ ରହିଛି ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post