ଲଞ୍ଚ କରିବ Infinix Hot 50 4G
ଅତି ଶୀଘ୍ର ଭାରତୀୟ ବଜାରରେ Infinix Hot 50 4G ଲଞ୍ଚ ହେବ । Infinix ଏହି ସ୍ମାର୍ଟଫୋନକୁ ଦୁଇଟି ଭ୍ୟାରିଆଣ୍ଟ ସହିତ ଆଣିଛି ଯେଉଁଥିରେ ବେସ୍ ଭ୍ୟାରିଆଣ୍ଟ ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ସହିତ ଆସିଥାଏ । ଏହାର ଦ୍ୱିତୀୟ ଭ୍ୟାରିଆଣ୍ଟ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିଛି । କମ୍ପାନୀ ବର୍ତ୍ତମାନ ୮GB RAM ସହିତ ୨୫୬GB ମଡେଲର ଦାମ୍ ମଧ୍ୟ ପ୍ରକାଶ ପାଇଛି । ୧୩,୮୦୦ ଟଙ୍କାରେ ଏହାର ଅପର ଭ୍ୟାରିଆଣ୍ଟ ଲଞ୍ଚ କରାଯାଇଛି । କମ୍ପାନୀ ଏହାକୁ ଭାରତୀୟ ବଜାରରେ କମ୍ ଦାମରେ ପ୍ରଦାନ କରିପାରିବ ।