ଭାରତରେ ଟେଲିକମ୍ ସେକ୍ଟରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସାଧାରଣତଃ ଦୁଇଟି ପ୍ରମୁଖ କମ୍ପାନୀ । ରିଲାଏନ୍ସ ଜିଓ ଏହାର ବଡ ଟେଲିକମ୍ ଉପସ୍ଥିତିକୁ ପ୍ରମାଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଆମେ TRAIର ଅଗଷ୍ଟ ୨୦୨୩ ତଥ୍ୟ ବିଷୟରେ ଆଲୋଚନା କରିବା ତେବେ ରିଲାଏନ୍ସ ଜିଓ ସେହି ମାସରେ ସର୍ବାଧିକ ୩୨.୫ ଲକ୍ଷ ନୂଆ ୟୁଜରଙ୍କୁ ନିଜ ସହିତ ଯୋଡ଼ିଛି । ଅନ୍ୟପଟେ ସେହି ମାସରେ ଏୟାରଟେଲ ନିଜର ନେଟୱାର୍କରେ ମାତ୍ର ୧୨.୩ ଲକ୍ଷ ନୂଆ ୟୁଜରଙ୍କୁ ଯୋଡିଛି, ଯାହା ରିଲାଏନ୍ସ ଜିଓ ତୁଳନାରେ ପ୍ରାୟ ଏକ ତୃତୀୟାଂଶ କମ୍ । ଭୋଡାଫୋନ୍-ଆଇଡିଆ ତୃତୀୟ ସ୍ଥାନରେ ଅଛି, ଯାହା ୪୯,୭୮୨ ୟୁଜରଙ୍କୁ ହରାଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post