ଫୋନ୍ ଆମ ପାଇଁ ଏତେ ଆବଶ୍ୟକ ହୋଇପଡିଛି ଯେ, ଆମେ ବିନା ଫୋନରେ ବାହାରକୁ ଯିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ଯଦି ଆପଣ କେବେ ବାହାରକୁ ଯାଉଛନ୍ତି ଓ ଫୋନ୍ର ଚାର୍ଜର ନେବାକୁ ଭୁଲି ଯାଉଛନ୍ତି ଆଉ ଏହି ସମୟରେ ଫୋନରୁ ଚାର୍ଜ ସରିଯାଉଛି ତେବେ ଆପଣ କଣ କରିବେ ? ଆମେ ଆପଣଙ୍କୁ ଆଜି ଏହାର ଏକ ସ୍ମାର୍ଟ ଟ୍ରିକ କହିବୁ ଯାହାକୁ ମାନିଲେ ଏ ସମସ୍ୟା ରହିବ ନାହିଁ .. । କିଛି ଏଭଳି ଉପାୟ ଅଛି ଯେଉଁଥିରେ ଆପଣ ବାହାରେ ଥିଲେ ମଧ୍ୟ ନିଜ ଫୋନ୍କୁ ଚାର୍ଜ କରିପାରିବେ ସେ ବି ବିନା ଚାର୍ଜରରେ । ତେବେ ଆମେ ଆଜି ଆପଣମାନଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଅତି ଜରୁରୀ କାଳିନ ପରିସ୍ଥିତିରେ କାମରେ ଆସିପାରିବ ।ପାଓ୍ଵାର୍ ବ୍ୟାଙ୍କ ସାହାର୍ଯ୍ୟରେ ଚାର୍ଜ କରନ୍ତୁ :
ଯଦି ଆପଣ ନିଜ ପାଖରେ ପାଓ୍ଵାର ବ୍ୟାଙ୍କ ରଖିଛନ୍ତି, ତାହେଲେ ଆପଣ ଚାର୍ଜର କେବଲ ଜରିଆରେ ଫୋନ୍କୁ ପାଓ୍ଵାର ବ୍ୟାଙ୍କ ସହ କନେକ୍ଟ କରନ୍ତୁ । ଏହା ବ୍ୟତୀତ ଆପଣ ଏଭଳି ମଧ୍ୟ କରିପାରିବେ ଯେ, ଚାର୍ଜ ନଥିବା ଫୋନ୍ଟିକୁ ଏପରି ଫୋନ୍ରେ କନେକ୍ଟ କରିବେ ଯେଉଁଥିରେ ରିଭର୍ସ ଚାର୍ଜିଂ ଭଳି ଫିଚର ଥିବ । ଏହି ଫୋନ୍ ଆପଣଙ୍କ ପାଇଁ ପାଓ୍ଵାର ବ୍ୟାଙ୍କ ଭଳି କାମରେ ଆସିବ । ଏହାପରେ USB କେବଲ୍ ଜରିଆରେ କନେକ୍ଟ ହୋଇଥିବା ଫୋନ୍ ଚାର୍ଜ ହୋଇପାରିବେ । ତେବେ ଆପଣମାନେ ଜାଣିନିଅନ୍ତୁ କେଉଁ ସବୁ ଫୋନ୍ରେ ରିଭର୍ସ ଚାର୍ଜିଂ ଫିଚର ରହିଛି । ଯେପରି Galaxy S23, Galaxy S23 Plus, Galaxy S23 Ultra ଏବଂ Motorola: Edge 40 ଭଳି ଅନେକ ଫୋନ୍ ଆସୁଛି ଯେଉଁ ଥିରେ ରିଭର୍ସ ଚାର୍ଜିଂ ଫିଚର ରହିଛି ।
Trending
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
Prev Post
Next Post