ଫୋର୍ଡ ପୁଣି ଭାରତ ଫେରିବ

ପୁଣି ଭାରତ ଫେରିବ ଆମେରିକାର କାର୍‌ କଂପାନି ଫୋର୍ଡ। କଂପାନି ଏହାର ନୂଆ ଗାଡ଼ି ଏଣ୍ଡେଭର୍‌ର ଡିଜାଇନ୍‌ ପାଇଁ ପେ‌ଟେଣ୍ଟ ଆବେଦନ କରିଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଇଙ୍ଗିତ କରୁଛି ଯେ ଭାରତୀୟ ବଜାରକୁ ଫୋର୍ଡ ପ୍ରତ୍ୟାବର୍ତ୍ତନ କରିପାରେ।